ସେସୁ ପରେ ୱେସ୍କୋ ଓ ସାଉଥକୋ ଉପରେ ଟାଟାର ଆଖି

ନୂଆଦିଲ୍ଲୀ:  ତା-୪-୧୨-୨୦୨୦ ଟାଟା ପାୱାର କୋ ଲିମିଟେଡ୍ ଗୁରୁବାର ଦିନ ଓଡିଶା ବିଦ୍ୟୁତ୍ ବିତରଣ କମ୍ପାନୀ ୱେସ୍କୋ ଓ ସାଉଥକୋ କମ୍ପାନୀକୁ ଅଧିଗ୍ରହଣ କରିବା ନିମନ୍ତେ ମନୋନୀତ ହୋଇଛି। ବିଦ୍ୟୁତ ବଣ୍ଟନକାରୀ କମ୍ପାନୀ ‘ସେସୁ’କୁ ଅଧିଗ୍ରହଣ କରିବାପରେ ଟାଟା ପାୱାର ଆଜି ଆଜି ଫାଇନାନ୍ସିଆଲ ବିଡ୍ ଉନ୍ମୁକ୍ତ ହେବାପରେ ଟାଟା ପାୱାର ଓଡ଼ିଶାର ଏହି ଦୁଇଟି ବିଦ୍ୟୁତ ବଣ୍ଟନକାରୀ କମ୍ପାନୀକୁ ଅଧିଗ୍ରହଣ ନିମନ୍ତେ ଯୋଗ୍ୟ ବିବେଚିତ ହୋଇଛି। ଗତ ଡିସେମ୍ବରରେ ଓଡିଶା (CESU ଓଡିଶା) ର ପାଞ୍ଚଟି … Continue reading ସେସୁ ପରେ ୱେସ୍କୋ ଓ ସାଉଥକୋ ଉପରେ ଟାଟାର ଆଖି